https://kanaknews.com/breakingnews/%e0%ac%b6%e0%ac%be%e0%ac%b3%e0%ac%bf%e0%ac%86-%e0%ac%a8%e0%ac%a6%e0%ad%80%e0%ac%b0%e0%ad%87-%e0%ac%a8%e0%ac%bf%e0%ac%96%e0%ad%8b%e0%ac%9c-%e0%ac%ac%e0%ad%83%e0%ac%a6%e0%ad%8d%e0%ac%a7%e0%ac%99/
ଶାଳିଆ ନଦୀରେ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର । ୪୮ଘଣ୍ଟା ପରେ ଚରଣ ବେହେରାଙ୍କ ମୃତଦେହ ଉଦ୍ଧାର । ବାଣପୁର ବେଙ୍ଗରାଜ ପଲ୍ଲୀ ଗାଁ ନିକଟ ଶାଳିଆ ନଦୀରୁ ଉଦ୍ଧାର । ମାଣିକପୁର ନିକଟ ନଦୀରେ ଭାସିଯାଇଥିଲେ ବୃଦ୍ଧ । ନଦୀରେ ପାଖାପାଖି ୫କିମି ଦୂରରୁ ମୃତଦେହ ଉଦ୍ଧାର